ପହଁରି ପହଁରି ରେକର୍ଡ, ଅତିକ୍ରମ କଲେ ୧୫୦ କିମି ଯାତ୍ରା

ପହଁରି ପହଁରି ରେକର୍ଡ କଲେ ୫୨ ବର୍ଷିୟ ମହିଳା । ପହଁରି ପହଁରି ଦୀର୍ଘ ୧୫୦ କିଲୋମିଟର ଯାତ୍ରା ଅତିକ୍ରମ କରିଛନ୍ତି ଶ୍ୟାମଲା ଗୋଲି । ଆନ୍ଧ୍ରପ୍ରଦେଶର…