ଚିହ୍ନ ବିବାଦ: ୨ ସପ୍ତାହରେ ରିପୋର୍ଟ ମାଗିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଥମୁନି ଶିବସେନାର ନାଁ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ। ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ସିନ୍ଦେ ଗୋଷ୍ଠୀକୁ ମିଳିଲା ଆରାମ। ଏକନାଥ ସିନ୍ଦେ ଗୋଷ୍ଠୀ…