ପ୍ରଖ୍ୟାତ ଲେଖକ ଥାଚୋମ ପେୟିଲ ରାଜିଭନଙ୍କ ପରଲୋକ

ତିରୁବନନ୍ତପୁରମ: ପ୍ରଖ୍ୟାତ ଲେଖକ ତଥା କବି ଥାଚୋମ ପେୟିଲ ରାଜିଭନଙ୍କ ପରଲୋକ। ବୁଧବାର ରାତିରେ ୬୩ ବର୍ଷ ବୟସରେ ତାଙ୍କ ନିଧନ ହୋଇଛି। ତାଙ୍କର ଲିଭର ଜନିତ…