ତୁର୍କିୀ, ସିରିୟା ପରେ ଏବେ ତାଜକିସ୍ତାନରେ ଭୀଷଣ ଭୂମିକମ୍ପ

() ତୁର୍କିୀ, ସିରିୟା ପରେ ଏବେ ତାଜକିସ୍ତାନରେ ଭୀଷଣ ଭୂମିକମ୍ପ। ତାଜିକିସ୍ତାନରେ ୬.୮ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହୋଇଥିବା ୟୁ.ଏସ. ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଆଜି…