ମଣ୍ଡୁସ ମୁକାବିଲା ପାଇଁ ୫୦୦୦ ଥଇଥାନ ଶିବିର ଖୋଲିଛି ତାମିଲନାଡୁ

ଚେନ୍ନାଇ: ଚକ୍ରବାତୀ ତୋଫାନ ପ୍ରଭାବରେ ତାମିଲନାଡିର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟ ସରକାର ଆପତ୍ତା ପରିଚାଳନା ପାଇଁ…