ଆରଏସଏସ-ବିଜେପି ହାରିବ: ରାସ୍ତା ଦେଖାଇବ ଗୁଜରାଟ- ରାହୁଲ ଗାନ୍ଧୀ

ଆରଏସଏସ ଓ ବିଜେପିକୁ ହରାଇବାକୁ ହେଲେ ସେ ରାସ୍ତା ଗୁଜରାଟରୁ ବାହାରିବ। ଯେହେତୁ କଂଗ୍ରେସର ବିଚାରାଧାରା ଗୁଜରାଟରୁ ବାହାରିଥିଲା। ଆମର ସବୁଠୁ ବଡ଼ ନେତା ମହାତ୍ମା ଗାନ୍ଧୀ…