କୋଟିଆକୁ ନେଇ କୌଣସି ସାଲିସ ହେବନି- ସୁରେଶ ପୂଜାରୀ

ସରକାରଙ୍କ କୋଟିଆ ଚିନ୍ତା। କୋଟିଆକୁ ଯେଭଳି ଆନ୍ଧ୍ର ଆଖି ପକାଇଛି। ପ୍ରଲୋଭନର ପାଲରେ ପକାଇ ଓଡ଼ିଶା ଲୋକଙ୍କ ଉପରେ ନିଜର ଅଧିକାର ଜାହିର କରୁଛି। ତାକୁ ରୋକିବାକୁ…