ସକାଳେ ଧାରଣା, ସନ୍ଧ୍ୟାରେ କିଣାକିଣି

ଭୁବନେଶ୍ବର: ଗୋଟେ ପଟେ ଧାରଣା, ଅନ୍ୟପଟେ ବେପାର l ସକାଳେ ଧାରଣାରେ ବସୁଛନ୍ତି ଓ ସନ୍ଧ୍ୟା ହେଲେ ବଜାର ବୁଲୁଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। କଂଗ୍ରେସ ଭବନଠାରୁ ଆରମ୍ଭ…