ଆଶାରାମ ବାପୁଙ୍କ ବେଲ୍ ଅବଧି ବୃଦ୍ଧି- ଜୁଲାଇ ୭ ଯାଏଁ ବୃଦ୍ଧି କଲେ ହାଇକୋର୍ଟ

ଆଶାରାମ ବାପୁଙ୍କ ଅସ୍ଥାୟୀ ବେଲ୍ ଅବଧି ବଢ଼ିଲା। ଜୁଲାଇ ୭ ଯାଏଁ ଗୁଜରାଟ ହାଇକୋର୍ଟ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି। ୨୦୧୩ ଦୁଷ୍କର୍ମ ମାମଲାରେ ଗାନ୍ଧୀନଗର ସେସନ୍ସ…