ଇନଷ୍ଟା କୁଇନ୍ ଏବେ ଜେଲରେ- ଚାକିରୀ ବି ଗଲା

ଇନଷ୍ଟା କୁଇନ୍ ଭାବେ ପରିଚିତ ମହିଳା କନଷ୍ଟେବଳ ଏବେ ଜେଲରେ। ଚାକିରୀ ବି ଗଲା। ପଞ୍ଜାବ ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ ଅମନଦୀପ କୌର। ସୋସିଆଲ…