ଆତଙ୍କି ଲିଂକରେ ସରକାରୀ କର୍ମଚାରୀ..

ପାକିସ୍ତାନ ପାଇଁ ଗୁପ୍ତଚରି ଓ ଆତଙ୍କି ଲିଂକରେ ବ୍ୟାପକ ଗିରଫଦାରି ଜାରି ରହିଛି। ରାଜସ୍ଥାନର ଜୟପୁରରେ ଜଣେ ସରକାରୀ କର୍ମଚାରୀ ଶକୁର ଖାନଙ୍କୁ ପୁଲିସ ଗିରଫ କରିଛି।…