ତ୍ରିପୁରାରୁ କଂଗ୍ରେସରୁ ୧୭ ପ୍ରାର୍ଥୀଙ୍କ ନାମ ଘୋଷଣା

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୁଦୀନ ରାୟ ବର୍ମନ ଅଗରତାଲାରୁ ନିର୍ବାଚନ ଲଢୁଥିବା…