ଅର୍ଥାଭାବ ମଧ୍ୟରେ ଇସ୍ତଫା ଦେଲେ ଟ୍ରସ୍

ଲଣ୍ଡନ:  ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ ଗୁରୁବାର ଇସ୍ତଫା ଦେଲେ ଲିଜ ଟ୍ରସ। ୬ ସପ୍ତାହର ପ୍ରଧାନମନ୍ତ୍ରୀତ୍ବ କାଳରେ ଦେଶକୁ  ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ପକାଇ ଟ୍ରସ କଞ୍ଜରଭେଟିବ…