୪୧୫ ଛାତ୍ରଛାତ୍ରୀଙ୍କୁ ୫ ଶିକ୍ଷକ: ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଉମରକୋଟ: ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଉମରକୋଟ ବ୍ଳକ ତେଲଗା ସରକାରୀ ଉନ୍ନୀତ ଉଚ୍ଚ…