କୁଶୱାହା ଗଢିଲେ ନୂଆ ଦଳ

ପାଟନା: ବିହାର ରାଜନୀତିରେ ହେବାକୁ ଯାଉଛି ବଡଧରଣର ପରିବର୍ତ୍ତନ। ଜେଡିୟୁ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହା ସୋମବାରରୁ ନୂଆ ରାଜନୈତିକ…