ପାର୍ଟପ୍ଲଟ କଟକଣା- ସମସ୍ୟା ହଟିଲା ନା ଦ୍ୱନ୍ଦ୍ୱ ବଢ଼ିଲା?

ପାର୍ଟ ପ୍ଲଟ କଟକଣା ହଟିଲା ନା ଅଧିକ ଦ୍ୱନ୍ଦ୍ୱ ବଢ଼ାଇଲେ ସରକାର। ନଗର ଉନ୍ନୟନ ବିଭାଗ ଯେଉଁ ବିଜ୍ଞପ୍ତି ବାହାର କରିଛି। ସେଥିରେ ଅନେକ କୋହଳ କରାଯାଇଛି…