ୟୁଏସ: ଗର୍ଭପାତ ପାଇଁ ମହିଳାଙ୍କ ସାମ୍ବିଧାନୀକ ଅଧିକାରର ଅନ୍ତ

ଆମେରିକା ସୁପ୍ରିମକୋର୍ଟ  ଏକ ଅର୍ଦ୍ଧଶତାବ୍ଦୀ ପୁରୁଣା ଆଇନ ଉପରେ ଆଣିଲେ ପୂର୍ଣ୍ଣଛେଦ। ଆମେରିକାରେ ଗର୍ଭପାତ ପାଇଁ ମହିଳାଙ୍କୁ ମିଳିଥିବା ଆଇନକୁ ଉଚ୍ଛେଦ କରିଛନ୍ତି ସୁପ୍ରିମକୋର୍ଟ। ଏହାକୁ ରାଷ୍ଟ୍ରପତି…