୧୩୦୦ ଛାତ୍ରଛାତ୍ରୀଙ୍କୁ ଭିସା ଦେଲା ଚୀନ

ନୂଆଦିଲ୍ଲୀ: ଚୀନ ୧୩୦୦ ଭାରତୀୟ ବିଦ୍ୟାର୍ଥୀଙ୍କୁ ଭିସା ପ୍ରଦାନ କରିଛି। ଏହି ବିଦ୍ୟାର୍ଥୀମାନେ ଚୀନ ବିଶ୍ବ ବିଦ୍ୟାଳୟଗୁଡିକରେ ଅଧ୍ୟୟନ କରୁଥିଲେ। କିନ୍ତୁ ମହାମାରୀ ପାଇଁ ସ୍ବଦେଶକୁ ଫେରିବାକୁ…