ବଢୁଛି ମତଦାତା ସଂଖ୍ୟା, କମୁଛି ମତଦାନ ହାର: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଦେଶରେ ମତଦାତାଙ୍କୁ ନେଇ ଇଲେକସନ କମିଶନଙ୍କ ଚିନ୍ତାପୂର୍ଣ୍ଣ ରିପୋର୍ଟ। ସ୍ବାଧୀନତା ପରେ ଦେଶରେ ମତଦାତାଙ୍କ ସଂଖ୍ୟା ୬ ଗୁଣା ବଢିଛି। ହେଲେ ୨୦୧୯ ନିର୍ବାଚନରେ ୩୦…