ବିଜେପି ମୋ ସହ ଖେଳିପାରିବନି- ପୁରା ଦେଶରେ ବିଜେପିର ଚେରକୁ ଦୋହଲାଇଦେବି

ମୋତେ ଛୁଇଁଲେ, ପୁରା ଦେଶକୁ ହଲାଇଦେବି। ଏସଆଇଆର ବିରୁଦ୍ଧରେ ମମତା ବାନାର୍ଜୀ ପ୍ରତିବାଦ ରାଲି ବେଳେ ବିଜେପି ସହ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି। ଜନସଭାକୁ ସମ୍ୱୋଧିତ…

୪ ରାଜ୍ୟରେ ୫ ବିଧାନସଭା ଉପନିର୍ବାଚନ ଲଢ଼େଇ- କିଏ ମାରିବ ବାଜି?

ପଞ୍ଜାବ, ପଶ୍ଚିମବଙ୍ଗ, ଗୁଜରାଟ ଓ କେରଳର ୫ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ କାହାର ପଲା ଭାରି ରହିବ। ପହଲଗାଁଓ ଆତଙ୍କି ଆକ୍ରମଣ ଓ ଅପରେସନ ସିନ୍ଦୂର…

ପଶ୍ଚିମବଙ୍ଗ ପୁରୁଲିଆରେ ମର୍ମନ୍ତୁଦ ଦୁର୍ଘଟଣା- ୯ ମୃତ

ପଶ୍ଚିମବଙ୍ଗର ପୁରୁଲିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଓ କାର ଭିତରେ ଧକ୍କାରୁ ୯ଜଣଙ୍କ ମୃତ୍ୟୁ ହୋଇଛି। ପୁରୁଲିଆ-ଟାଟା ଜାତୀୟ ରାଜପଥ ଉପରେ ବଳରାମପୁର ଥାନା ଅନ୍ତର୍ଗତ…

୩ ବର୍ଷ ହେଲା ଅନିୟମିତତାରୁ ଅଟକିଛି ମନରେଗା- ଅଗଷ୍ଟରୁ ଆରମ୍ଭ କରିବାକୁ କେନ୍ଦ୍ରକୁ ନିର୍ଦେଶ

ଅଗଷ୍ଟ ପହିଲାରୁ ପଶ୍ଚିମବଙ୍ଗରେ ପୁଣି ଆରମ୍ଭ ହେବ ମନରେଗା ଯୋଜନା। କୋଲକାତା ହାଇକୋର୍ଟ କେନ୍ଦ୍ରକୁ ଏ ନିର୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଏହି ସ୍କିମ ସ୍ଥଗିତ ଥିଲା। ଅଦାଲତ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଆଜି ବିଜେପିର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା

ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ…

ଶୁକ୍ରବାର ଦିଦିଙ୍କ ପ୍ରତିବାଦ ପଦଯାତ୍ରା

 ଅଗଷ୍ଟ ୧୬ରେ ପ୍ରତିବାଦ ରାଲି କରିବେ ଦିଦି। ଅପରାହ୍ନ ୩ଟାରେ ଏହି ରାଲି ବାହାରିବ। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଙ୍ଗ ସରକାରଙ୍କୁ ଅପମାନିତ…

ଓଡିଶା ଆସୁଥିବା ଆଳୁ ଗାଡ଼ିକୁ ଧରିଲା ପଶ୍ଚିମବଙ୍ଗ ପୋଲିସ

ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଆଳୁ ଗାଡ଼ିକୁ ଧରିଲା ପଶ୍ଚିମବଙ୍ଗ ପୋଲିସ। ଗୋମୁଣ୍ଡା-ବାଲିମ ରାସ୍ତା ଦେଇ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସୁଥିଲା। ଏନେଇ ଖବରପାଇ ଆଳୁ ଗାଡିକୁ ପଶ୍ଚିମବଙ୍ଗ…

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଗୁରୁବାର…