ମୋ ପତ୍ନୀର ୪ ବୟଫ୍ରେଣ୍ଡ୍- ମୋତେ ମାରିବାକୁ କରୁଛନ୍ତି ଷଡ଼ଯନ୍ତ୍ର- ଗୌରବ

ପତ୍ନୀର ୪ଜଣ ବୟଫ୍ରେଣ୍ଡ୍। ପ୍ରେମିକମାନଙ୍କ ସହ ମିଶି ସବୁଦିନ ଲାଗି ସ୍ୱାମୀକୁ ରାସ୍ତାରୁ ହଟାଇବାକୁ କରୁଛି ଷଡ଼ଯନ୍ତ୍ର। ସୌରଭ ହତ୍ୟାକାଣ୍ଡ ଭଳି ଯୋଜନା ଚାଲିଛି। ଏଭଳି ଢଙ୍ଗରେ…