ସାବଧାନ- ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି?

ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି। ସାବଧାନ। ବିନା ଫିଟନେସରେ ବିପଦସଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ୪୬୦ ବସ୍। ବିଧାନସଭାରୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ। ସର୍ବମୋଟ୍…