ସପ୍ତାହକୁ ୯୦ଘଣ୍ଟା- କେତେ ସମୟ ପତ୍ନୀକୁ ଚାହିଁବ?

ସପ୍ତାହରେ ୯୦ ଘଣ୍ଟା କାମ କର। ଏଭଳି ପ୍ରସ୍ତାବ ଦେଇ ଟ୍ରୋଲ୍ ହୋଇଛନ୍ତି ଏଲ୍ ଆଣ୍ଡ ଟି କମ୍ପାନୀର ଚେୟାରମ୍ୟାନ୍ ଏସ.ଏସ.ସୁବ୍ରମଣ୍ୟମ। ପତ୍ନୀଙ୍କୁ କେତେ ସମୟ ଯାଏ…