ମାଟି ତଳୁ ମିଳିଲା ହାତ ପାପୁଲି

Spread the love

ଖୋର୍ଦ୍ଧା: ମାଟି ତଳୁ ମିଳିଲା ହାତ ପାପୁଲି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଂଚାୟତ ବେଙ୍ଗିଟାଙ୍ଗି ସ୍ଥିତ ଲେଙ୍କାତୋଟା ନିକଟର ଘଟଣା। ତେବେ କାହାକୁ ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଜଣାପଡିବା ପରେ ରାତି ତମାମ ପୋଲିସ ଘଟଣାସ୍ଥଳରେ ଘେରାବନ୍ଦି କରିରଖିଛି। ତେବେ ମାଜିଷ୍ଟ୍ରେଟ ଓ ସାଇଁଟିଫିକ୍ ଟିମ ଆସିଲେ ପ୍ରକୃତ ଘଟଣା ଜଣାପଡିବ।

Leave a Reply

Your email address will not be published. Required fields are marked *