ଲଣ୍ଡନରେ ରାଷ୍ଟ୍ରପତି

Spread the love

ଲଣ୍ଡନରେ ପହଂଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବେ। ଯେଉଁଥିପାଇଁ ୩ଦିନିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି ଦ୍ରୌପଦୀ। ରାଷ୍ଟ୍ରପତିଙ୍କ ସମେତ ବିଶ୍ବର ବହୁ ରାଷ୍ଟ୍ରମୁଖ୍ୟ ରାଣୀଙ୍କ ଶେଷକୃତ୍ୟରେ ଯୋଗଦେବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମେତ ବହୁ ରାଷ୍ଟ୍ରମୁଖ୍ୟ। ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ପ୍ରଥମ ବିଦେଶ ଗସ୍ତ।

Leave a Reply

Your email address will not be published. Required fields are marked *