ମଣିପୁରରେ ଇଣ୍ଟରନେଟ୍ ବନ୍ଦ ବିରୋଧରେ ଆବେଦନ ଉପରେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣି ମନା କଲା

Spread the love

ନୂଆଦିଲ୍ଲୀ : ମଣିପୁରରେ ଲଗାତାର ଇଣ୍ଟରନେଟ୍ ବନ୍ଦ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି । ଏଭଳ ପରିସ୍ଥିତିରେ ସମାନ୍ତରାଳ ଶୁଣାଣି କରିବାର କୌଣସି ଅର୍ଥ ନାହିଁ ।

Leave a Reply

Your email address will not be published. Required fields are marked *