ମହାରାଷ୍ଟ୍ରରରେ ଗୁଳିକାଣ୍ଡ

Spread the love

ମୁମ୍ୱାଇ: ମହାରାଷ୍ଟ୍ରର କାଣ୍ଡିଭାଲି ଅଞ୍ଚଳରେ ଗୁଳିକାଣ୍ଡ। ଦୁଇ ଜଣ ଦୁବୃର୍ତ୍ତ ବାଇକ ଯୋଗେ ଆସି ଆଖିବୁଜା ଗୁଳିଚାଳନା କରିଥିଲେ। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହେଇଛନ୍ତି। ସେଠାକାର ଲୋକଙ୍କ ମାନେ ଭୟବିତ ଅଛନ୍ତି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *