ଅମୃତସର : ଶ୍ରୀ ହରମିନ୍ଦର ସାହିବଙ୍କ ପାଖରେ ବିସ୍ଫୋରଣକୁ ନେଇ ପୋଲିସ୍ ପାଂଚ ଲୋକଙ୍କୁ ଗିରଫ କରିଛି । ପୋଲିସ୍ ଏକ କିଲୋରୁ ଅଧିକ ବିସ୍ଫୋରକ ମଧ୍ୟ ଜବତ କରିଛି ।
ଗୁରୁବାର ଦିନ ପଂଜାବର ଡିଜିପି ଗୌରବ ଯାଦବ ପ୍ରେସ ବାର୍ତାରେ କହିଛନ୍ତି ଯେ ତିନି ଧମାକାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଡିଜିପି ଯାଦବ କହିଛନ୍ତି ଯେ ଏମାନଙ୍କର ପରିଚୟ ଆଜାଦ ବୀର ସିଂହ, ଅମରୀକ ସିଂହ, ସାହିବ ସିଂହ, ହରଜିତ ସିଂହ ଏବଂ ଧର୍ମିନ୍ଦର ସିଂହ ଭାବେ ହୋଇଛି । ସେ କହିଛନ୍ତି ଯେ ଆଜାଦବୀର ସିଂହ ଏବଂ ଅମରୀକ ସିଂହ ଆଇଇଡି ପ୍ଲାଂଟ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now