ଅଲ ଇଣ୍ଡିଆ ଫୁଟବଲ ମହାସଂଘକୁ ନିଲମ୍ୱିତ

Spread the love

ଭାରତକୁ ଶକ୍ତଝଟକା। ଫିଫା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନକୁ ତତକାଳୀନ ନିଲମ୍ୱିତ କରିଛି । ତୃତୀୟ ପକ୍ଷର ଅଯଥା ପ୍ରଭାବ ଦର୍ଶାଇ ଫିଫା ଫୁଟବଲ ଫେଡେରରେସନ୍ ଅଫ ଇଣ୍ଡିଆକୁ ନିଲମ୍ୱିତ କରିଛି। କେବଳ ସେତିକି ନୁହେଁ ଆସନ୍ତା ଅକ୍ଟୋବରରେ ଭାତରରେ ହେବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱ କପ୍ ୨୦୨୨ର ଆୟୋଜନକୁ ମଧ୍ୟ ଛଡାଇ ନେଇଛି।

ଫିଫା ନିଜର ବୟାନରେ କହିଛି ଯେ, ଏଆଏଫଏଫ କାର୍ଯ୍ୟକାରୀ କମିଟିର ଶକ୍ତିକୁ ଗ୍ରହଣ କରିବା ପାଇଁ ପ୍ରଶାସନଙ୍କ ଏକ ସମିତି ଗଠିତ କରିବା ଆଦେଶର ନିରସ୍ତ ହେବ ଏବଂ ଏଆଇଏଫଏଫ୍ ପ୍ରଶାସନ ଦ୍ୱାରା ଦୈନିକ ମାମଲା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପରେ ନିଲମ୍ୱନ ହଟାଇ ଦିଆଯିବ।

Leave a Reply

Your email address will not be published. Required fields are marked *