୨୭ ବସ୍ତା ଗୁଟଖା ଜବତ

Spread the love

ଗଞ୍ଜାମ: ପୁଣି ବ୍ରହ୍ମପୁର ପୋଲିସକୁ ବଡ ସଫଳତା। ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତାର ରେଷ୍ଟୁରାଣ୍ଟ ନିକଟ ଏକ ଘରୁ ଜବତ ହେଲା ୨୭ ବସ୍ତା ଗୁଟଖା। ବାହାରେ ହାର୍ଡୱେର ଦୋକାନ ଭିତରେ ଗୁଟଖା ବେପାର କରୁଥିଲା। ଏହି ଅଭିଯୋଗରେ ମନୋଜ ସାହୁ ନାମକ ବ୍ୟକ୍ତିକୁ ଅଟକ ରଖିଛି ପୋଲିସ। ଏଥି ସହ ଓମ୍ ନଗର ୩ୟ ଲାଇନରେ ଏକ ଘର ଉପରେ ଚଢାଉ କରିଥିଲା ବଡ ବଜାର ପୋଲିସ। ସେଠାରୁ ନକଲି ବିଦେଶୀ ମଦ ତିଆରି କରି ବିକ୍ରୀ କରୁଥିବା ଜଣାପଡିଥିଲା। ସେଠାରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି।

Leave a Reply

Your email address will not be published. Required fields are marked *