ଔଷଧ ଦୋକାନରେ ଡ୍ରଗସ କଣ୍ଟ୍ରୋଲ ବିଭାଗର ଚଢ଼ାଉ

Spread the love

ଭୁବନେଶ୍ୱର: ରସୁଲଗଡ଼ର ବିଭିନ୍ନ ଔଷଧ ଦୋକାନରେ ଡ୍ରଗସ କଣ୍ଟ୍ରୋଲ ବିଭାଗର ଚଢ଼ାଉ। ଟେଲମା 40 ଔଷଧକୁ ନେଇ ଚଢ଼ାଉ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ। ଔଷଧ କାମ କରୁନଥିବା ଅଭିଯୋଗ ପରେ ରେଡ୍ ହେଉଛି।

Leave a Reply

Your email address will not be published. Required fields are marked *