ଲେହ ସହରରେ ମୃଦ ଭୂକମ୍ପ

Spread the love

ଲେହ: ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ନାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଅନୁଭୂତ ହୋଇଛି। ମଙ୍ଗଳବାର ପୂର୍ବାହ୍ନ ୧୦:୪୭ ମିନିଟରେ ଲଦାଖ ଥରିଉଠିଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ରହିଛି।

ସୂଚନା ମୁତାବକ, ଭୂମିକମ୍ପର ଏପିକସେଣ୍ଟର ଲେହ ସହରଠାରୁ ୧୬୬ କିଲୋମିଟର ଦୂରରେ ଓ ୧୦୫ କିମି  ଗଭୀରତାରେ ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *