ଏନସିଆରରେ ଭୂକମ୍ପ

Spread the love

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏନସିଆରରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପ ଝଟକା ୩୦ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୫.୮ ଥିବା ରେକର୍ଡ ହୋଇଛି। ଏହାର ପ୍ରଭାବ ଉତ୍ତରାଖଣ୍ଡ ଓ ଲକ୍ଷ୍ନୌରେ ମଧ୍ୟ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ର ନେପାଳର କଳିକା ଥିବା କୁହାଯାଉଛି। ତେବେ ଭୂକମ୍ପକୁ ନେଇ ଅଧିକ ସୂଚନା ମିଳିନ ଥିବା ବେଳେ ସବିଶେଷ ସୂଚନା ପାଇଁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *