ଇଡି ପୁନର୍ବାର ରାକଂପା ନେତା ଜୟନ୍ତ ପାଟିଲଙ୍କୁ ପଠାଇଲା ନୋଟିସ୍‌, ମେ ୨୨ ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

Spread the love

ମୁମ୍ବାଇ : ଆଇ ଏଲ  ଆଣ୍ଡ ଏଫଏଫଏସ ମାମଲାରେ ପଚରାଉଚରା ପାଇଁ  ଇଡି ପୁଣିଥରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କୁ ନୋଟିସ ଜାରି କରିଛି । ଏହି ବିଜ୍ଞପ୍ତିରେ ଇଡି ଜୟନ୍ତ ପାଟିଲଙ୍କୁ ମେ ୨୨ ରେ ପଚରାଉଚରା ପାଇଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ ଇଡି ଜୟନ୍ତ ପାଟିଲଙ୍କୁ ନୋଟିସ ଜାରି କରିଥିଲା ।  ସେତେବେଳେ ଜୟନ୍ତ ପାଟିଲ ଇଡିଙ୍କୁ ଏକ ଚିଠି ଲେଖି  ସମୟ ମାଗି  ଥିଲେ ଏହି ଚିଠି ଯୋଗୁଁ ଇଡିବର୍ତର୍ମାନ ଜୟନ୍ତ ପାଟିଲଙ୍କୁ ୨୨ ମେରେ ପଚରାଉଚରା ପାଇଁ ଡାକିଛି ।

Leave a Reply

Your email address will not be published. Required fields are marked *