କାଳୀଘାଟ ବାଲା କାକୁଙ୍କ ଘରେ ଇଡ଼ିର ଚଢ଼ଉ

Spread the love

କୋଲକାତା : ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଭ୍ରଷ୍ଟାଚାର ମାମଲାରେ ଶନିବାର ସିବିଆଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଭଣଜା ଅଭିଶେକ ବାନାର୍ଜିଙ୍କୁ ପଚରା ଉଚରା କରିବ । ସେହିପରି କେନ୍ଦ୍ରୀୟ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ କାଳୀଘାଟ ବାଲା କାକୁ ତଥା ସୁଜୟ କୃଷ୍ଣ ଭଦ୍ରଙ୍କ ଘରେ ଶନିବାର ସକାଳେ ଚଢ଼ଉ କରିଛି ।    

Leave a Reply

Your email address will not be published. Required fields are marked *