ଆମ ଯୁବକଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ମୁଖ୍ୟ କାମ: ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରତ୍ୟେକ ଯୁବକଙ୍କ ଆକାଂକ୍ଷା ପୂରଣ ହେଉଥିବା ଭଳି ଏକ ଇକୋସିଷ୍ଟମ ସୃଷ୍ଟି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ବାବଦରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲେଖ୍ୟ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନାମାନ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଆମ ଦେଶର ଯୁବବର୍ଗଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ମୂଳ କାର୍ଯ୍ୟ । ବିଭିନ୍ନ କ୍ଷେତ୍ରରେ ଆମେ ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଯେଉଁଠି ପ୍ରତ୍ୟେକ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ ହେବ ।

Leave a Reply

Your email address will not be published. Required fields are marked *