ବିଦେଶ ମନ୍ତ୍ରୀ ଜୟଶଙ୍କର ବଙ୍ଗଳାଦେଶ, ସ୍ୱୀଡେନ ଏବଂ ବେଲ୍‌ଜିୟମର ଯାତ୍ରାରେ

Spread the love

ନୂଆଦିଲ୍ଲୀ : ବିଦେଶ ମନ୍ତ୍ରୀ ଡା. ଏସ୍‌. ଜୟଶଙ୍କର ଗୁରୁବାରରୁ ବଙ୍ଗଳାଦେଶ(୧୧-୧୨ ମଇ), ସ୍ୱୀଡେନ(୧୩-୧୫ ମଇ) ଏବଂ ବେଲ୍‌ଜିୟମ୍‌(୧୫-୧୬ ମଇ)ର ଆଧିକାରିକ ଯାତ୍ରା କରିବେ ।

ବିଦେଶ ମନ୍ତ୍ରାଳୟ ଅନୁଯାୟୀ ବିଦେଶ ମନ୍ତ୍ରୀ ହିନ୍ଦ୍ ମହାସାଗାର ସମ୍ମିଳନୀର ୬ତମ ସଂସ୍କରଣରେ ଭାଗନେବା ପାଇଁ ୧୧-୧୨ ମଇ ପର୍ଯ୍ୟନ୍ତ ଢାକା ଗସ୍ତ କରିବେ । ହିନ୍ଦ ମହାସାଗର ସମ୍ମିଳନୀରେ ମରିଶସର ରାଷ୍ଟ୍ରପତି ପୃଥ୍ୱୀରାଜ ସିଂହ ରୂପନ, ମାଲଦୀବର ଉପ ରାଷ୍ଟ୍ରପତି ଫୈସଲ ନସୀମ, ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ଏବଂ ଦୁନିଆର ଅନେକ ମନ୍ତ୍ରୀ ଭାଗ ନେବେ ।

Leave a Reply

Your email address will not be published. Required fields are marked *