ଅସହଯୋଗ ଠାରୁ ସୁଯୋଗ ପର୍ଯ୍ୟନ୍ତ : ଏକ ବିକାଶିତ ଭାରତ ଆଡକୁ ଅଗ୍ରସର ହେବା

Spread the love

ନୂଆଦିଲ୍ଲୀ : ଅନ୍ତ୍ୟୋଦୟ ନୀତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଗରିବଙ୍କ ସେବା ଏବଂ ସମାଜର ବଞ୍ଚିତ ବର୍ଗର ଲୋକଙ୍କୁ ସଶକ୍ତ କରିବାର ପ୍ରବଳ ସମର୍ଥକ ରହି ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମାଜିକ ଏକୀକରଣ ଏବଂ ବିକାଶର ପ୍ରଗତିଶୀଳ ଦୃଷ୍ଟିକୋଣ ହେଉଛି ଗତ ନଅ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ କାର୍ଯ୍ୟକ୍ରମଗୁଡିକର ଏକ ପ୍ରମୁଖ ମାଧ୍ୟମ ।

ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ପ୍ରବନ୍ଧର ଲିଙ୍କକୁ ପିଏମଓ ଟୁଇଟ୍ କରିଛି

“ବଞ୍ଚିତ ବର୍ଗକୁ ସମାନ ସୁଯୋଗ ପ୍ରଦାନ କରି ଏକ ସାମାଜିକ ଅନ୍ତର୍ଭୂକ୍ତି ରାଷ୍ଟ୍ର ଗଠନ କରିବା ।”

Leave a Reply

Your email address will not be published. Required fields are marked *