ଜି-୭ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ମାନଙ୍କ ବୈଠକ ନିମନ୍ତେ ଜାପାନରେ ପହଂଚିଲେ ଡା. ମନସୁଖ ମାଣ୍ଡଭିୟା

Spread the love

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟା ଜି-୭ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ମାନଙ୍କ ବୈଠକ ନିମନ୍ତେ ଶୁକ୍ରବାର ଜାପାନର ନାଗାସାକି ସହରରେ ପହଂଚିଥିଲେ । ଜାପାନ ଚଳିତ ବର୍ଷ ଜି-୭ର ଅଧ୍ୟକ୍ଷତା କରୁଛି ।

ଜାପାନ ୧୩ରୁ ୧୪ ମଇ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକର ଅଧ୍ୟକ୍ଷତା କରିବ ।

Leave a Reply

Your email address will not be published. Required fields are marked *