ଆସନ୍ତା ରବିବାର ଚାଲାଣ ସମ୍ବନ୍ଦୀୟ ମାମଲା ପାଇଁ ବସିବ ଲୋକ ଅଦାଲତ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ  ବା ଡିଏସଏଲଏସଏ ଦିଲ୍ଲୀରେ ଟ୍ରାଫିକ ଚାଲାଣକୁ ନେଇ ପଡିରହିଥିବା ହଜାର ହଜାର ମକଦମାର ଫୈସଲା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ରବିବାର , ୧୩ ନଭେମ୍ବରକୁ ସମସ୍ତ ଜିଲ୍ଲା କୋର୍ଟରେ ଲୋକ ଅଦାଲତ ବସିବ। ଗରିବ ଓ ଶ୍ରମିକ ଶ୍ରେଣୀର ଲୋକ ନ୍ୟାୟିକ ଲଢେଇରେ ଏହା ନାହାନ୍ତି ବୋଲି ଲୋକ ଅଦାଲତ ଆୟୋଜନକୁ ନେଇ ଡିଏସଏଲଏଖଏ ସଦସ୍ୟ ସଚିବ ଭାରତ ପରାଶର  କହିଛନ୍ତି। ଡିଏଏଲଏସଏ ପାଦେ ପାଦେ ସେମାନଙ୍କ ସହ ରହିଛି।  ଜାତୀୟ ନ୍ୟାୟିକ ସେବା ଦିବସ ଅବଶରରେ ଏହି ସଂଦେଶ ଦେବା ଲକ୍ଷରେ ଡିଏଏଲଏଲଏ  ଏପରି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *