ଏକ ସୁସ୍ଥ ଭାରତ ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତା ଯୋଗୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଛି: ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁସ୍ଥତା କ୍ଷେତ୍ରରେ କୌଣସି ଭାରତୀୟଙ୍କୁ ପଛୁଆ ନ ରଖିବାକୁ ସରକାରଙ୍କ ପ୍ରତିବଦ୍ଧତା ବାବଦରେ ପ୍ରବନ୍ଧ, ଗ୍ରାଫିକ୍ସ ଏବଂ ଭିଡିଓ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏକ ସୁସ୍ଥ ଭାରତ ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତା ଯୋଗୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମିଳିତ ଭାବେ ଆମେ ସୁନିଶ୍ଚିତ କରିବୁ ଯେ, ସୁସ୍ଥତା ହାସଲ ପାଇଁ ଆମ ଯାତ୍ରାରେ ଯେପରି କୌଣସି ଭାରତୀୟ ପଛରେ ପଡ଼ି ନ ଯିବେ ।’

Leave a Reply

Your email address will not be published. Required fields are marked *