ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ସୁରଟକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Spread the love

ନୂଆଦିଲ୍ଲୀ : ଗୋଟିଏ ସ୍ଥାନରେ ଏକସଙ୍ଗେ ସର୍ବାଧିକ ଲୋକ ଯୋଗ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଥିବାରୁ ସୁରଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଗୁଜରାଟ ଗୃହମନ୍ତ୍ରୀ ଶ୍ରୀ ହର୍ଷ ସଂଘଭିଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:  ‘ସୁରଟକୁ ଶୁଭେଚ୍ଛା ! ଏକ ଉଲ୍ଲେଖନୀୟ ଉପଲବ୍ଧି ।’

Leave a Reply

Your email address will not be published. Required fields are marked *