ନୂଆଦିଲ୍ଲୀ : ଗୋଟିଏ ସ୍ଥାନରେ ଏକସଙ୍ଗେ ସର୍ବାଧିକ ଲୋକ ଯୋଗ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଥିବାରୁ ସୁରଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଗୁଜରାଟ ଗୃହମନ୍ତ୍ରୀ ଶ୍ରୀ ହର୍ଷ ସଂଘଭିଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ସୁରଟକୁ ଶୁଭେଚ୍ଛା ! ଏକ ଉଲ୍ଲେଖନୀୟ ଉପଲବ୍ଧି ।’

Naxatra News is now on Whatsapp
Join and get latest news update delivered to you via whatsapp
Join Now