ପ୍ରଧାନମନ୍ତ୍ରୀ ଗାଜିଆବାଦ-ଅଲିଗଡ଼ ଏକ୍ସପ୍ରେସୱେ ଉପରେ ୧୦୦ ଲେନ୍ କିଲୋମିଟର ପର୍ଯ୍ୟନ୍ତ ବିଟୁମିନସ କଂକ୍ରିଟ ବିଛାଯିବାକୁ ପ୍ରଂଶସା କଲେ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାଜିଆବାଦ-ଅଲିଗଡ଼ ଏକ୍ସପ୍ରେସୱେ ଉପରେ ୧୦୦ ଲେନ୍ କିଲୋମିଟର ପର୍ଯ୍ୟନ୍ତ ବିଟୁମିନସ କଂକ୍ରିଟ୍ ବିଛାଯାଇଥିବା କହିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ମାର୍ଗରେ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି କହିଛନ୍ତି ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀଙ୍କ ଏକ ଟୁଇଟର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ମାର୍ଗରେ ଏହା ଏକ ଉଲ୍ଲେଖନୀୟ ସଫଳତା । ବେଗ ଏବଂ ଉନ୍ନତ ଭିତ୍ତିଭୂମି ନିମନ୍ତେ ଆଧୁନିକ ପଦ୍ଧତି ଆପଣାଇବାକୁ ଦିଆଯାଇଥିବା ଗୁରୁତ୍ୱକୁ ଏହା ଦର୍ଶାଉଛି ।’

Leave a Reply

Your email address will not be published. Required fields are marked *