ପଞ୍ଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଫେରାଇଲେ ଜେଡ୍ ପ୍ଲସ ସୁରକ୍ଷା 

Spread the love

ଚଣ୍ଡୀଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଜେଡ୍ ପ୍ଲସ ସୁରକ୍ଷା ନେବାକୁ ମନା କରିଛନ୍ତି । ସେ କହିଛନ୍ତି ଯେ, ପଞ୍ଜାବ ପୋଲିସ ତାଙ୍କ ସୁରକ୍ଷା ନିମନ୍ତେ ସମ୍ପୂର୍ଣ୍ଣ ସକ୍ଷମ । ସେ ପଞ୍ଜାବ ପୋଲିସ କର୍ମଚାରୀଙ୍କୁ ହିଁ ନିଜ ସହ ରଖିବାକୁ ଚାହାଁନ୍ତି ।

Leave a Reply

Your email address will not be published. Required fields are marked *