କେନ୍ଦ୍ରୀୟ ବିଦ୍ୟୁତ ମନ୍ତ୍ରୀଙ୍କୁ ଭେଟିଲା ଫ୍ରାନ୍ସର ପ୍ରତିନିଧି ଦଳ

Spread the love

ନୂଆଦିଲ୍ଲୀ : କେନ୍ଦ୍ରୀୟ ବିଦ୍ୟୁତ ମନ୍ତ୍ରୀ ଆରକେ ସିଂହଙ୍କୁ ଫ୍ରାନସର ଏକ ପ୍ରତିନିଧିଦଳ ସାକ୍ଷାତ କରିଛି । ଏହି ସାକ୍ଷାତ ଆଲୋଚନା ବେଳେ ବୈଶ୍ୱିକ ଉର୍ଜା ପରିବର୍ତନରେ ସହଯୋଗ ନେଇ ବିଚାର ବିମର୍ଶ ହୋଇଥିବା ଜଣା ପଡିଛି

Leave a Reply

Your email address will not be published. Required fields are marked *