ଗ୍ୱୋହାଟି ଏୟାରପୋର୍ଟରେ ବିମାନର ଜରୁରୀକାଳୀନ ଲ୍ୟାଣ୍ଡିଂ,  କେନ୍ଦ୍ରମନ୍ତ୍ରୀ ସହିତ ୧୮୪ ଯାତ୍ରୀ ଥିଲେ

Spread the love

ଗ୍ୱୋହାଟି : ଗ୍ୱୋହାଟିରୁ ଡିବ୍ରୁଗଡ଼ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ଯାତ୍ରୀକ ତ୍ରୁଟି ଆସିବା ପରେ ଗ୍ୱୋହାଟୀ ଏୟାରପୋର୍ଟରେ ତା’ର ଜରୁରୀକାଳୀନ ଲ୍ୟାଣ୍ଡି କରିବାକୁ ପଡ଼ିଥିଲା । ଏହି ବିମାନରେ ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟରେ ରାଜ୍ୟ ମନ୍ତ୍ରୀ ରାମେଶ୍ୱର ତେଲି, ବିଧାୟକ ତେରେସ ଗ୍ୱାଲା ଏବଂ ବିଧାୟକ ପ୍ରଶାନ୍ତ ଫୁକନ ସମେତ ମୋଟ ୧୮୪ ଯାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *