ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷରେ କୃଷକ କଲ୍ୟାଣ ସମ୍ବନ୍ଧିତ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାଗୁଡ଼ିକୁ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଆମ କୃଷକଙ୍କ ଝାଳ ଏବଂ ପରିଶ୍ରମ ଦେଶର ପ୍ରଗତିରେ ଏକ ବଡ଼ ଭୂମିକା ନିଭାଇଥାଏ । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଆମ ଖାଦ୍ୟ ସୁରକ୍ଷାର ମେରୁଦଣ୍ଡ । ୯ ବର୍ଷ ଧରି ଅନ୍ନଦାତାଙ୍କ ସଶକ୍ତୀକରଣ କରାଯାଇଛି ଏବଂ ଏହି କ୍ଷେତ୍ର ବିକାଶର ନୂଆ ଉଚ୍ଚତାକୁ ସୁନିଶ୍ଚିତ କରିଛି ।’

Naxatra News is now on Whatsapp
Join and get latest news update delivered to you via whatsapp
Join Now