କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରମେଶ୍ୱରମ୍ ମନ୍ଦିରରେ ଦେଶ ପାଇଁ କଲେ ପ୍ରାର୍ଥନା କରିଥିଲେ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ଶନିବାର) ରମେଶ୍ୱରମ୍ ମନ୍ଦିରରେ ଦେଶର ସୁଖ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଛନ୍ତି ।

ଅମିତ ଶାହା ଟ୍ୱିଟ୍ କରି କହିଛନ୍ତି ଯେ, ରମେଶ୍ୱରମ୍ ମନ୍ଦିର ପ୍ରାଚୀନତା ଏବଂ ସନାତନ ସଂସ୍କୃତି ଓ ଗୌରବର ଏକ ଅକ୍ଷୁର୍ଣ୍ଣ ପ୍ରତୀକ । ଭଗବାନ ରାମ ୧୨ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ରମେଶ୍ୱରମରେ ଭଗବାନ ଶିବଙ୍କୁ ପୂଜା କରିଥିଲେ । ଆଜି “ଆଦୀ ଥିରୁଭିଜହା” ର ଶୁଭ ଅବସରରେ ଏଠାରେ ଦର୍ଶନ ପାଇବା ଅତ୍ୟନ୍ତ ଆନନ୍ଦ ଏବଂ ଭାଗ୍ୟର ଅନୁଭବ ଅଟେ ବୋଲି ଅମିତ ଶାହା କହିଛନ୍ତି । ଦେଶବାସୀଙ୍କ କଲ୍ୟାଣ ତଥା ଦେଶର ସମୃଦ୍ଧତା ପାଇଁ ଭୋଲେନାଥଙ୍କୁ ପ୍ରାର୍ଥନା କରିଛନ୍ତି ଶାହା।

ସୂଚନାଯୋଗ୍ୟ ଯେ, ଅମିତ ଶାହା ଶୁକ୍ରବାର ସନ୍ଧ୍ୟାରେ ତାମିଲନାଡୁରେ ପହଞ୍ଚିଥିଲେ। ଆଜି ସେ ପୂଜା ସହିତ ଦିନ ଆରମ୍ଭ କରିଛନ୍ତି । ସେ ଆଜି ତାମିଲନାଡୁରେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *