ଆମେ ଭାରତର ଗରିବ ଲୋକଙ୍କ ସମ୍ମାନ ରକ୍ଷା କରିବା ଏବଂ ସେମାନଙ୍କ ଜୀବନ ଜୀବିକାରେ ବୃଦ୍ଧି ପାଇଁ ଉଦ୍ୟମ କରିଛୁ : ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୃଜନଶୀଳତାର ଅନେକ ପଦକ୍ଷେପକୁ ସେୟାର କରିଛନ୍ତି ଯାହାକି ଗତ ୯ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍‌? କରିଛନ୍ତି;“ବିଗତ ୯ ବର୍ଷ ମଧ୍ୟରେ ଆମେ ଭାରତର ଗରିବ ଲୋକଙ୍କ ସମ୍ମାନ ରକ୍ଷା କରିବା ଏବଂ ସେମାନଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ଚେଷ୍ଟା କରିଛୁ । ଅନେକ ପଦକ୍ଷେପ ମାଧ୍ୟମରେ ଆମେ ଲକ୍ଷ ଲକ୍ଷ ଜୀବନକୁ ପରିବର୍ତ୍ତନ କରିଛୁ । ପ୍ରତ୍ୟେକ ନାଗରିକଙ୍କୁ ଆଗକୁ ନେବା ଏବଂ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମର ମିଶନ ଜାରି ରହିଛି ।”

Leave a Reply

Your email address will not be published. Required fields are marked *